Çagalara maslahat berilmeýär
ଟୋର୍ଚ୍ୟ୍ର୍ଡ଼୍ ଫୋର୍ ଖ୍ରାୟିଷ୍ଟ୍
ପାଷ୍ଟର୍ ୱର୍ମବ୍ରାଣ୍ଡ୍ଙ୍କ ନାଟକିୟ ସାକ୍ଷ ଯାହା କି ଆନ୍ତର୍ଜାତିକ ଶ୍ରେଷ୍ଠ ବିକ୍ରିତ 'ଟୋର୍ଚ୍ୟ୍ର୍ଡ଼୍ ଫୋର୍ ଖ୍ରାୟିଷ୍ଟ୍'ରେ କୁହାଯାଇଥିଲା | ୧୯୪୫ରେ କମ୍ୟୁନିଷ୍ଟମାନେ ଅଧିକାର ଜବତ କରିନେଲେ ଆଉ ଏକ ଲକ୍ଷ ସୈନିକ ତାଙ୍କ ପ୍ରିୟ ରୋମାନିଆରେ ଅଜାଡ଼ି ଦିଆଯାଇଥିଲେ | ପାଷ୍ଟର୍ ୱର୍ମବ୍ରାଣ୍ଡ୍ଙ୍କୁ ଗୁପ୍ତ ପୋଲିସ୍ ଗିରଫ୍ କଲେ ଆଉ "କୈଦି ନଂବର ୧" ରୁପେ ରଖିଥିଲେ | କମ୍ୟୁନିଷ୍ଟ ଜେଲରେ ୧୪ବର୍ଷର ଅକଳ୍ପନୀୟ ଯାତନା ତାଙ୍କ ବିଶ୍ୱାସକୁ ଭାଙ୍ଗିପାରିନଥିଲା |
- Alban
- Arapça
- Azerbaýjan
- Bangla (standart)
- Birma
- Kanton
- Hytaý (ýönekeýleşdirilen)
- Howatiýa
- Çeh
- Iňlis
- Fin
- Fransuz
- Hausa
- Ýewreýçe
- Hindi
- Indoneziýaly
- Ýapon
- Kannada
- Garagalpak
- Koreýçe
- Lao
- Marati
- Nepali
- Parsça
- Polýak
- Portugaliýa (Ýewropa)
- Rumynça
- Rusça
- Serb
- Ispança (Latyn Amerikasy)
- Telugu
- Urdu
- Özbek
- Wýetnamça