ମୂଳ କଥାକୁ ଲିପି ରୁପେ ବ୍ୟବହାର କରି ସୁସମାଚାରର ସର୍ବ ପ୍ରଥମ ଅନୁକୁଳନ - ଯେଉଁଥିରେ ମାଥିଉ, ମାର୍କ, ଲୁକ ଏବଂ ଯୋହନ ଅନ୍ତର୍ଗତ ରହି - ଇତିହାସର ସବୁଠାରୁ ଏକ ପବିତ୍ର ଗ୍ରନ୍ଥ ଉପରେ ଆଲୋକ ପ୍ରକାଶ କରେ |

ຕອນ

  • ମାଥିଉଙ୍କ ସୁସମାଚାର

    ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ... more

    3:09:58
  • ମାର୍କଙ୍କ ସୁସମାଚାର

    ମାର୍କଙ୍କ ସୁସମାଚାର ଯୀଶୁଙ୍କ ମୂଳକଥାକୁ ସୁସମାଚାରକୁ ଲିପି ରୂପେ ନେଇ, ଶବ୍ଦ-ବଦଳେ-ଶବ୍ଦ ବ୍ୟବହାର କରି ପରଦାକୁ ଆଣେ | ଲୁମୋ ପ୍ରୋଜେକ୍ଟ୍‍ ଦ୍ୱାରା ଚିତ୍ରାଙ୍କିତ |

    2:03:23
  • ଯୋହନଙ୍କ ସୁସମାଚାର

    ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏ... more

    2:25:39