ସୁସମାଚାର ସଂଗ୍ରହ
সিরিজ 3 পর্ব
পরিবার বান্ধব
ମୂଳ କଥାକୁ ଲିପି ରୁପେ ବ୍ୟବହାର କରି ସୁସମାଚାରର ସର୍ବ ପ୍ରଥମ ଅନୁକୁଳନ - ଯେଉଁଥିରେ ମାଥିଉ, ମାର୍କ, ଲୁକ ଏବଂ ଯୋହନ ଅନ୍ତର୍ଗତ ରହି - ଇତିହାସର ସବୁଠାରୁ ଏକ ପବିତ୍ର ଗ୍ରନ୍ଥ ଉପରେ ଆଲୋକ ପ୍ରକାଶ କରେ |
- Albanian
- আমহারিক
- আরবি
- আজারবাইজানী
- বাংলা (সাধারন)
- বর্মী
- ক্যান্টনিজ
- Cebuano
- চিচেওয়া
- চাইনিজ (সরলীকৃত)
- ক্রোয়েশিয়ান
- চেক
- দারি
- ডাচ্
- ইংরেজি
- ফিনিশ
- ফরাসি
- জর্জিয়ান
- জার্মান
- গুজরাটি
- হাউসা
- হিব্রু
- হিন্দি
- হমং
- ইন্দোনেশিয়ান
- ইতালিয়ান
- জাপানি
- কন্নড়
- কাজাখ
- কোরিয়ান
- Kurdish (Kurmanji)
- লিঙ্গালা
- মালয়ালাম
- মারাঠি
- নেপালি
- নরওয়েজিয়ান
- ফার্সি
- পোলিশ
- পর্তুগিজ (ইউরোপীয়)
- পাঞ্জাবি
- রোমানিয়ান
- রাশিয়ান
- সার্বিয়ান
- স্প্যানিশ (লাতিন আমেরিকা)
- সোয়াহিলি
- তাগালোগ
- তাজিক
- তামিল
- তেলুগু
- থাই
- তুর্কি
- Turkmen
- ইউক্রেনীয়
- উর্দু
- উজবেক
- ভিয়েতনামি
- ইওরুবা
পর্ব
-
ମାଥିଉଙ୍କ ସୁସମାଚାର
ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ... more
ମାଥିଉଙ୍କ ସୁସମାଚାର
ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସକାଶେ ଲେଖାଯାଇଥିଲା, ମାଥିଉଙ୍କ ସୁସମାଚାର ଏହା ଦର୍ଶାଇବାକୁ ଅତି ଉଚ୍ଚକୁ ଯାଏ ଯେ, ତ୍ରାଣକର୍ତ୍ତାଙ୍କ ରୁପେ, ଯୀଶୁ ହିଁ ପୁରାତନ ନିୟମର ଭବିଷ୍ୟତ୍ ବାଣୀକୁ ପରିପୁର୍ଣ୍ଣ କରିଥିବା ଈଶ୍ୱରଙ୍କ ଉଲ୍ଲିଖିତ ତ୍ରାଣକର୍ତ୍ତା ଅଟନ୍ତି | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |
-
ମାର୍କଙ୍କ ସୁସମାଚାର
ମାର୍କଙ୍କ ସୁସମାଚାର ଯୀଶୁଙ୍କ ମୂଳକଥାକୁ ସୁସମାଚାରକୁ ଲିପି ରୂପେ ନେଇ, ଶବ୍ଦ-ବଦଳେ-ଶବ୍ଦ ବ୍ୟବହାର କରି ପରଦାକୁ ଆଣେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |
-
ଯୋହନଙ୍କ ସୁସମାଚାର
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏ... more
ଯୋହନଙ୍କ ସୁସମାଚାର
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |