ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍‌ସ୍‌ ଆଫ୍‌ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |

ପର୍ଯ୍ୟାୟସମୁହ

  • ସାରାର କାହାଣୀ

    ଏକ ଗୁପ୍ତ ଚର୍ଚ୍ଚ ପତ୍ରିକାର ପ୍ରକାଶନରେ ସହାୟତା କରିଥିବା ପାଇଁ ସାରାଙ୍କୁ ଗିରଫ କରାଗଲା ଏବଂ ମାଡ଼ ଦିଆଗଲା |

    06:47
  • ଶାଫିୟାର କାହାଣୀ

    ଶାଫିୟାର ଅପହରଣର ଦୁଃସ୍ୱପ୍ନ ସେତେବେଳେ ଅନ୍ତହେଲା ଯେବେ ସେ ତାଙ୍କ ବାର୍ବାରିକ କାରାଗାର ଦ୍ୱାର ଖୋଲା ପାଇଲେ | କିନ୍ତୁ ଏକ ଦୁଃସ୍ୱପ୍ନ ଅନ୍ତ ହେଉହେଉ ଅନ୍ୟଟି ଆରମ୍ଭ ହୋଇଥିଲା |.

    04:17
  • ସଲାୱତ୍‌ ର କାହାଣୀ

    ତାଙ୍କ ବିଶ୍ୱାସ ସକାଶେ ଜେଲ୍‌ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍‌ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍‌କୁ ପଠାଇ... more

    05:03
  • ପାଦିନାର କାହାଣୀ

    ପାଦୀନା ଅତ୍ମହତ୍ୟା କରିବାକୁ ଦୄ‍ଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍‌ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍‌ମାନ... more

    07:10
  • ବାଉନ୍ଚାନ୍‌ର କାହାଣୀ

    ଏକ କମ୍ୟୁନିଷ୍ଟ ସୈନ୍ୟ ରୁପେ ସମ୍ମାନିତ |. ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ରୁପେ ତିରସ୍କୄତ |. ଏକ ଦଶନ୍ଧିରୁ ଅଧିକ ଧରି ଖ୍ରୀଷ୍ଟଙ୍କ ନିମନ୍ତେ କାରାଗାର ପ୍ରାପ୍ତ |

    05:59
  • ୱିକ୍ଟୋରିଆର କାହାଣୀ

    ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍‌ ଲାଇଫ୍‌ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭା... more

    05:16
  • ଲେଇନାର କାହାଣୀ

    ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବ... more

    05:13
  • ସୁଟାର କାହାଣୀ

    ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବ... more

    05:15
  • ହାନ୍ନିଲିର କାହାଣୀ

    ଯେତେବେଳେ ହାନ୍ନିଲି ଏବଂ ତାଙ୍କ ପରିବାର ଆଫଗାନିସ୍ଥାନ୍‌ରେ ଅଗ୍ରୀମ ପଂକ୍ତିରେ ସେବା କରିବାକୁ ଦକ୍ଷିଣ ଆଫ୍ରିକାର ନିଜ ଆରାମଦାୟକ ଘର ଛାଡ଼ିଥିଲେ, ସେମାନେ ବିପଦସବୁ ବିଷୟରେ ଅବଗତ ଥ... more

    05:21
  • ସାଙ୍ଗ୍‌-ଚୁଲ୍‌ର କାହାଣୀ

    ଏଇ କାହାଣୀକୁ ପାଦ୍ରି ହାନ୍‌ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍‌-ଚୁଲ୍‌ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟ... more

    06:59