ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍‌ସ୍‌ ଆଫ୍‌ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |

ପର୍ଯ୍ୟାୟସମୁହ

  • ଲେଇନାର କାହାଣୀ

    ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବ... more

    05:13
  • Finding Life

    Despite imprisonment and other persecution, Sabina and Richard Wurmbrand faithfully advanced the gospel in Romania, abandoning selfish pursuits and ob... more

    04:55