


ଯୋହନଙ୍କ ସୁସମାଚାର
ଚଳଚ୍ଚିତ୍ର 2:40:39

ପରିବାର ଅନୁକୂଳ
ସୁସମାଚାର ସଂଗ୍ରହ
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |

- ଆମହାରିକ୍
- ଆରବୀ
- ବଙ୍ଗଳା (ମାନକ)
- ବର୍ମା
- ଚାଇନିଜ୍ (ପାରମ୍ପାରିକ)
- ଚିଚେୱା
- ଚାଇନିଜ୍ (ସରଳୀକୃତ)
- କ୍ରୋଏସିଆ
- ଚେକ୍
- ଦାରି
- ଡଚ୍
- ଇଂରାଜୀ
- ଫିନଲ୍ୟାଣ୍ଡୀ
- ଫ୍ରେଞ୍ଚ
- ଜର୍ମାନ୍
- ଗୁଜରାଟୀ
- ହାଉସା
- ହିବ୍ରୁ
- ହିନ୍ଦୀ
- ଇଣ୍ଡୋନେସିଆନ୍
- ଇଟାଲୀୟ
- ଜାପାନିଜ୍
- କାଜାକ୍
- କୋରିଆନ୍
- Kurdish (Kurmanji)
- Kurdish (Sorani)
- କିର୍ଗିଜ୍
- Latvian
- ଲିଙ୍ଗାଲା
- ମାଲାୟାଲମ୍
- ମରାଠୀ
- ନେପାଳୀ
- ନରୱେଜିଆ
- ଓଡିଆ (ଓରିଆ)
- ପାର୍ସୀ
- ପୋଲିଶ୍
- ପର୍ତୁଗୀଜ (ୟୁରୋପିଆନ୍)
- ପଞ୍ଜାବୀ
- ରୋମାନିଆନ୍
- ଋଷିୟ
- ସ୍ପେନିସ୍ (ଲାଟିନ୍ ଆମେରିକା)
- ସ୍ୱହିଲି
- ଟାଗଲଗ୍
- ତାମିଲ୍
- ତେଲୁଗୁ
- ଥାଇ
- ତୁର୍କୀ
- ୟୁକ୍ରେନ୍
- ଉର୍ଦ୍ଦୁ
- Uyghur
- ଉଜବେକ
- ଭିଏତନାମୀ
- ଯୋରୁବା
ଆପଣଙ୍କ ପ୍ରଦେଶରେ ଉପଲବ୍ଧ ନୁହେଁ |
