ବୀରତାପୁର୍ଣ୍ଣ ବିଶ୍ୱାସ – ଅନୁକ୍ରମ (ହିରୋଇକ୍ ଫୈଥ୍‌ - ସିରିଜ୍‌)

ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏବଂ ଆହ୍ୱାନ୍ୱିତ କରିବ |