เป็นมิตรต่อครอบครัว

ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପିଲାମାନେ ଓ ବୟସ୍କ ଲୋକେ ସମାନ ରୁପେ ଯୀଶୁଙ୍କର ଏହି ଜୀବନ ଚରିତ୍ର ଦ୍ୱାରା ମୋହିତ ହେବେ, ଯେଉଁଥିରେ ଜ୍ୱଳନ୍ତ କଥନ ଓ ଉଚ୍ଚ ପ୍ରଭାବି ଆନିମେଶନ ସମ୍ମିଳୀତ ଅଟେ | ୭ବର୍ଷ ଆଉ ତାଠୁଁ ଅଧିକ ବୟସ୍କଙ୍କ ପାଇଁ ସୁପାରିଶ କରାଯାଏ | ଏହି ଶକ୍ତିଶାଳୀ ଉପସ୍ଥାପନା ଦର୍ଶକଙ୍କୁ ପରମେଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପଦ ଚିହ୍ନରେ ଚାଲିବାକୁ ପ୍ରେରିତ ଓ ପ୍ରୋତ୍ସାହିତ କରିବ |