ପରିବାର ଅନୁକୂଳ

ପାଦୀନା ଅତ୍ମହତ୍ୟା କରିବାକୁ ଦୄ‍ଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍‌ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍‌ମାନ ଥିଲେ, କିନ୍ତୁ ଶୀଘ୍ର ହିଁ ତାଙ୍କୁ ମୁସଲ୍‌ମାନ ମାନେ ହତ୍ୟା କରିବାକୁ ଚାହିଁବେ |