ପରିବାର ଅନୁକୂଳ

ତାଙ୍କ ବିଶ୍ୱାସ ସକାଶେ ଜେଲ୍‌ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍‌ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍‌କୁ ପଠାଇ ଦିଆଯାଇପାରନ୍ତି ବୋଲି ସେ ବର୍ତ୍ତମାନ ଚିନ୍ତାକରନ୍ତି |