ପରିବାର ଅନୁକୂଳ

ଯେତେବେଳେ ହାନ୍ନିଲି ଏବଂ ତାଙ୍କ ପରିବାର ଆଫଗାନିସ୍ଥାନ୍‌ରେ ଅଗ୍ରୀମ ପଂକ୍ତିରେ ସେବା କରିବାକୁ ଦକ୍ଷିଣ ଆଫ୍ରିକାର ନିଜ ଆରାମଦାୟକ ଘର ଛାଡ଼ିଥିଲେ, ସେମାନେ ବିପଦସବୁ ବିଷୟରେ ଅବଗତ ଥିଲେ | କିନ୍ତୁ ସେମାନେ ପରମେଶ୍ୱରଙ୍କ ଆହ୍ୱାନକୁ ଅସ୍ୱୀକାର କରିବେ ନାହିଁ |